ଖଇରା ପଞ୍ଚାୟତ ସରପଞ୍ଚ ଶ୍ରୀମତି ମାଳତୀ ସେଠୀଙ୍କ ଦୁର୍ଗା ପୂଜା ନିମନ୍ତେ ଶାରଦୀୟ ଅଭିନନ୍ଦନ

ବାଲେଶ୍ଵର ଜିଲ୍ଲା ଶିମୂଳିଆ ନିର୍ବାଚନମଣ୍ଡଳୀ ଖଇରା ପଞ୍ଚାୟତର ସରପଞ୍ଚ ଶ୍ରୀମତି ମାଳତୀ ସେଠୀଙ୍କ ଦୁର୍ଗା ପୂଜା ନିମନ୍ତେ ଶାରଦୀୟ ଅଭିନନ୍ଦନ । ଦୁର୍ଗା ପୂଜା ଅବସରରେ ସେ ଗୁରୁଜନ,ଭାଇ ଓ ଭଉଣୀ ମାନଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି ।

Leave a Reply

Your email address will not be published.