ଶାରଦୀୟ ଦୁର୍ଗା ପୂଜାର ହାର୍ଦ୍ଧିକ ଅଭିନନ୍ଦନ ଜଣାଇଲେ ସୌମ୍ୟରଂଜନ ନାୟକ

ବାଲେଶ୍ୱର ଜିଲ୍ଲା ଖଇରା ସେବା ସମବାୟ ସମିତି ସଭାପତି ସୌମ୍ୟରଂଜନ ନାୟକ ଶାରଦୀୟ ଦୁର୍ଗା ପୂଜାର ହାର୍ଦ୍ଧିକ ଅଭିନନ୍ଦନ ଜଣାଇଛନ୍ତି । ପ୍ରାର୍ଥନା କରୁଛି ମା’ଙ୍କ କୃପା ଦୃଷ୍ଟି ରହିଥାଉ । ଆମ ସେବାସମବାୟ ସମିତି ର ପ୍ରତ୍ୟେକ ଗୁରୁଜନ,ଭଉଣୀ ଓ ଭାଇମାନଙ୍କର ସୁସ୍ଥ ନିରାମୟ ଜୀବନ କାମନା କରୁଛି ।

Leave a Reply

Your email address will not be published.