ଶ୍ରୀମତୀ ରଶ୍ମିତା ମହାପାତ୍ରଙ୍କ ଶାରଦୀୟ ଦୁର୍ଗା ପୂଜା ଅବସରରେ ହାର୍ଦ୍ଧିକ ଅଭିନନ୍ଦନ

ବାଲେଶ୍ଵର ଜିଲ୍ଲା ଜୋନ୍‌ ୪ ଶିମୂଳିଆ ଖଇରା ନିର୍ବାଚନ ମଣ୍ଡଳୀର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ରଶ୍ମିତା ମହାପାତ୍ରଙ୍କ ଶାରଦୀୟ ଦୁର୍ଗା ପୂଜା ଅବସରରେ ହାର୍ଦ୍ଧିକ ଅଭିନନ୍ଦନ । ପ୍ରାର୍ଥନା କରୁଛି ମା’ଙ୍କ କୃପା ଦୃଷ୍ଟି ରହିଥାଉ । ଆମ ଜୋନ୍‌ ର ପ୍ରତ୍ୟେକ ଗୁରୁଜନ,ଭଉଣୀ ଓ ଭାଇମାନଙ୍କର ସୁସ୍ଥ ନିରାମୟ ଜୀବନ କାମନା କରୁଛି ।

Leave a Reply

Your email address will not be published.