ଆଜିର ଅନୁଚିନ୍ତା

କଷ୍ଟ ସେତେବେଳେ ଲାଗିଥାଏ ଯେତେବେଳେ ମଣିଷ ଭାବୁଥିବା ଜିନିଷ ତାକୁ ମିଳେନି, ସେଥିପାଇଁ ବ୍ୟସ୍ତ ହୁଅନାହିଁ ଯେଉଁ ଜିନିଷ ଉପରେ ତୁମର ଅଧିକାର ତାହା ତୁମକୁ ହିଁ ମିଳିବ । ଯାହା ତୁମର ନୁହଁ ତାହା ପାଇଁ ଦୁଃଖ କଣ ପାଇଁ କରିବ ।

Leave a Reply

Your email address will not be published.