ପୁରୀରେ ପୁଣି ଅଘଟଣ

ପୁରୀ,(ନାଗରାଜ ନ୍ୟୁଜ): ପୁରୀରେ ପୁଣି ଅଘଟଣ,ପୁରୀ ଗୁଣୁପୁର ଟ୍ରେନ ଲାଇନ ଚ୍ୟୁତ ।ମଙ୍ଗଳବାର ମଧ୍ୟାହ୍ନ 4 ଟା ବେଳେ ଟ୍ରେନ ଟି ଷ୍ଟେସନ ରେ ଯାତ୍ରୀ ମାନଙ୍କୁ ଛାଡ଼ି ପୁନର୍ବାର ଟ୍ରାକ ରେ ପ୍ରସ୍ତୁତ ହେଉଥିବା ବେଳେ 5 ନମ୍ବର ପ୍ଲାଟଫର୍ମ ରେ ଟ୍ରେନ ଟି ଲାଇନଚ୍ୟୁତ ହୋଇଛି ।ବର୍ତ୍ତମାନ ସୁଦ୍ଧା ଟ୍ରେନ ଟିକୁ ଲାଇନରେ ଆଣିବା ପାଇଁ କର୍ମଚାରୀ ମାନେ ପ୍ରଚେଷ୍ଟା ଚଳେଇଛନ୍ତି ।

Leave a Reply

Your email address will not be published.