ପୈାରପାଳିକା ପକ୍ଷରୁ ଉଠା ଦୋକାନୀଙ୍କୁ ସଚେତନତା

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଆଜି ଢେଙ୍କାନାଳ ବସଷ୍ଟାଣ୍ଡରେ ଥିବା ଠେଲା ବେପାରୀ ଦହିବରା,ପଇଡ଼,ଆଖୁରସ ଓ ଅନ୍ୟାନ୍ୟ ଉଠା ଦୋକାନୀଙ୍କୁ ପୌରପାଳିକା ସ୍ୱଚ୍ଛ ସାଥିମାନଙ୍କ ଦ୍ବାରା ଅଳିଆ ଆବର୍ଜ୍ଜନା କୁ ଏଣେତେଣେ ନପକାଇ ଏକତ୍ରିତ ଭାବେ ଡଷ୍ଟବି ରେ ପକାଇବା ଓ ଆମ ସହରକୁ ସ୍ବଚ୍ଛ ସହର ଭାବେ ଗଢି ତୋଳିବା ପାଇଁ ସଚେତନ ବାର୍ତ୍ତା ବାଣ୍ଟିଥିଲେ। ଏହି କାର୍ଯ୍ୟକ୍ରମଟି ପୌରନିର୍ବାହି ଅଧିକାରୀ ଶ୍ରୀଯୁକ୍ତ ତରୁଣ କୁମାର ମହାପାତ୍ର ତତ୍ବାବଧାନରେ ହୋଇଥିବାବେଳେ ପୌରପାଳିକା କର୍ମଚାରୀ ଓ ସ୍ବଚ୍ଛ ସାଥିମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published.