ପବିତ୍ର ମକର ସଂକ୍ରାନ୍ତିର ବହୁତ୍ ବହୁତ ଶୁଭ ଅଭିନନ୍ଦନ

ନୂଆପଡା: ମୁଣ୍ଡାପଲା ଠାରେ ଗଣ୍ଡ ସମାଜ ଦ୍ୱାରା ଅନୁଷ୍ଠିତ ମକର ସଂକ୍ରାନ୍ତି ମେଳା ରେ ମାନ୍ୟବର ସାଂସଦ ରାଜ୍ୟସଭା ଶ୍ରୀଯୁକ୍ତ ନିରଞ୍ଜନ ବିଶି ଯୋଗଦେଇ 3 ଦେଓ,4 ଦେଓ,5 ଦେଓ,6 ଦେଓ,7 ଦେଓ ପ୍ରଭୁ ବୁଢାଦେଓ,ଜଙ୍ଘlଦେଓ,ଲିଙ୍ଗା ଦେଓ ଙ୍କୁ ପୂଜା ଅର୍ଚନା କରି ଜଗତ ଭକତ ଙ୍କ କଲ୍ୟାଣ ଏବଂ ପଞ୍ଚ ଭୁତ ଜଳ ବାୟୁ ଅଗ୍ନି ଆକାଶ ପୃଥିବୀ ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି.

Leave a Reply

Your email address will not be published.