ଆଚରଣ ବିଧି ମାନୁନାହାଁନ୍ତି ପ୍ରାର୍ଥୀ, ପୁଲିସ ନିରବ

ପୁରୀ, (ନାଗରାଜ ନ୍ୟୁଜ): ଶେଷ ଦିନରେ ପୁରୀ ଜିଲ୍ଲାର ସଦର ସବୁଠାରୁ ବଡ ପଞ୍ଚାୟତ ସମଗଂ ୮ସରପଞ୍ଚ ଅନେକ ୱାର୍ଡ ମେମ୍ବର ପାଥ ମାନେ ତାଙ୍କର ସମର୍ଥନ ସହିତ ଆସି ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ଏଥିରେ ପ୍ରାର୍ଥୀମାନେ ମାନିନାହାନ୍ତି ଆଚରଣ ବିଧି । ବିଭିନ୍ନ ସମର୍ଥନ ମାନେ ତାଙ୍କର ଏକାଧିକ ସମର୍ଥନ ସହିତ ଆସିଥିଲେ । ପୁଲିସ ମଧ୍ୟ ନିରବ ଥିଲା । କାରଣ ଏଥିରେ ବିଜେଡୀର ୨ଗୋଷ୍ଠୀ ମଧ୍ୟରେ ଟକ୍କର ହେଇଛି । ତେଣୁ ପୁଲିସ ପ୍ରଶାସନ ସବୁ ଦେଖି ମଧ୍ୟ ନଦେଖିବା ଭଲି ଚୁପୁ ହୋଇ ରହୁଛି । ଯାହାକୁ ନେଇ ବୁଧିଜୀବୀ ମହଲରେ ସମାଲୋଚନା ହେଉଛି ।

Leave a Reply

Your email address will not be published.