ଉତ୍ତମ ଚିକିତ୍ସା ପାଇଁ ସୁରାଟ ଗଲେ ଆଇଏଏସ ଅଧିକାରୀଙ୍କ ବାପା ଇନ୍ଦ୍ରମଣି ପାଣି

କଟକ, (ନାଗରାଜ ନ୍ୟୁଜ): କଟକ ଏସସିବିରୁ ଆଇଏଏସ ଅଧିକାରୀଙ୍କ ବାପାଙ୍କୁ ଗ୍ରୀନ କରିଡ଼ରରେ ନିଆଗଲା ଭୁବନେଶ୍ୱର ଏୟାରପୋର୍ଟ। ଭୁବନେଶ୍ଵର ଏୟାରପୋର୍ଟରୁ ଗୁଜରାଟର ସୁରାଟ ଯିବେ ଇନ୍ଦ୍ରମଣି ପାଣି । ଇନ୍ଦ୍ରମଣି ସୁରାଟ ମହାନଗର ନିଗମ କମିଶନର ବାଞ୍ଛାନିଧୀ ପାଣିଙ୍କ ବାପା । ପୋଲିସ ଗ୍ରୀନ କରିଡ଼ର କରି ଇନ୍ଦ୍ରମଣିଙ୍କୁ ନେଇ ଏୟାର୍‌ପୋର୍ଟ ବାହାରିଲା। ଦୀର୍ଘ ଦିନ ଧରି କଟକ ଏସସିବି ମେଡ଼ିକାଲର ମେଡିସିନ ୱାର୍ଡରେ ତାଙ୍କର ଚିକିତ୍ସା ଚାଲିଥିଲା। ଉତ୍ତମ ଚିକିତ୍ସା ପାଇଁ ତାଙ୍କୁ ଗୁଜରାଟର ସୁରାଟ ନିଆଯାଇଛି।

Leave a Reply

Your email address will not be published.