ପୂର୍ବ ଶତୃତାକୁ କେନ୍ଦ୍ର କରି ଗଣ୍ଡଗୋଳ, ଯୁବକଙ୍କୁ ବାନ୍ଧି ନିର୍ଧୁମ ପିଟିଲେ ଲୋକ

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍ କୁରୁଡା ଅଞ୍ଚଳକୁ ନିକଟସ୍ଥ ଅଇଁରି ଗ୍ରାମର ଶୁକ ଜେନା ପୁଅ ଶିବ ଆସିଥିବା ବେଳେ ପୂର୍ବ ଶତୃତା କୁ କେନ୍ଦ୍ର କରି ଶିବ ଓ କୁରୁଡା ଅଞ୍ଚଳର କିଛି ଲୋକଙ୍କ ସହ ବଚସା ହୋଇଥିଲା । ଏଥିରେ ଶିବ ଉତ୍ତ୍ଯକ୍ତ ହୋଇ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । ଫଳରେ ସ୍ଥାନିୟ ଲୋକ ଅଟକାଇ ହାତ ଗୋଡ ବାନ୍ଧି ନିର୍ଧୁମ ଛେଚିବା ସହ ପୋଲିସ୍ ର ଜିମା ଦେଇଛନ୍ତି । ସୋର ପୋଲିସ୍ ଯୁବକଙ୍କୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ କରୁଛନ୍ତି .

ବାଲେଶ୍ଵର ଜିଲ୍ଲା ଖଇରା ରୁ ଲୋଚନ ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published.