ନକଲି ଦେଶୀମଦ ଜବତ

କଟକ, (ନାଗରାଜ ନ୍ୟୁଜ): ଅପମିଶ୍ରତ ଦେଶୀ ମହୁଲି ଜବତ କଲା ମଙ୍ଗଳବାଗ ଥାନା ପୋଲିସ । ଏହି ଘଟଣାରେ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଲୋକନାଥ ମହାନ୍ତି, ବିସ୍ମୟ ସାହୁ, ଉମାପ୍ରସାଦ ବେହେରା ଓ ସୁରଜକୁମାର ସାହୁ । ଅଭିଯୁକ୍ତଙ୍କୁ ବୋଷ କ୍ୟାମ୍ପସ ଓ ହାଡ଼ିଆ ପଠାରୁ ଗିରଫ କଲା ପୋଲିସ । ଆଠଗଡ ଅଞ୍ଚଳରୁ ଆଣୁଥିଲେ ମଦ । କଟକ ସହରର ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିଲେ ବୋଲି ସୂଚନା ଦେଇଛନ୍ତି ଏସିପି ଅମିତାଭ ମହାପାତ୍ର ।

Leave a Reply

Your email address will not be published.