ପୁରୀରେ ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ

ପୁରୀ, (ନାଗରାଜ ନ୍ୟୁଜ): ପୁରୀରେ ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ସିଂହ ଦ୍ୱାର ସ୍ଥିତ ରାଧାବଲଭ ମଠ ନିକଟରେ ଥିବା କୋଠା ଏବଂ ଦୋକାନ ଘର ଗୁଡିକୁ ପୁରୀ ପ୍ରଶାସନ ପକ୍ଷରୁ ଉଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଲାଗି ପ୍ରାୟ ୯୫% ଜମି ଅଧିଗ୍ରହଣ ସାରିଥିବା ବେଳେ ଆଉ ୫% ଜମି ଅଧିଗ୍ରହଣ କାର୍ଯ୍ୟ ହାତକୁ ନେଇଛି ଜିଲ୍ଲା ପ୍ରଶାସନ । ଉଚ୍ଛେଦ କାର୍ଯ୍ୟରେ ଗୋଟିଏ ଜେସିବି ଏବଂ ଦମକଳ ବାହିନୀ ନିୟୋଜିତ ଅଛନ୍ତି ।

Leave a Reply

Your email address will not be published.