ପୁଣି ଅଜଣା ଜନ୍ତୁର ଆକ୍ରମଣ

କଟକ,(ନାଗରାଜ ନ୍ୟୁଜ): କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ନାହାଳପୁର ପଞ୍ଚାୟତ ଗୁଣଦୋଳ ଠାକୁରାପୋଖରୀ ଗାଁ ରେ ଅଭାବନିୟ ଘଟଣା ଦେଖିବାକୁ ମିଳିଛି. ଗୋକୁଳାନନ୍ଦ ଚୌଧରି ଙ୍କ ୯ଟି ମେଣ୍ଢା କେହି ଅଜଣା ଜନ୍ତୁ ମାରିଥିବା ଜଣାପଡିଛି । କିଛି ଦିନ ପୂର୍ବେ ଗୋକୁଳ ଙ୍କ ପଡ଼ିଶା ଘରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା ମେଣ୍ଢା ପାଳନ କରି ନିଜ ପରିବାର ପ୍ରତି ପୋଷଣ କରନ୍ତି ଏବେ କେମିତି ପରିବାର ପ୍ରତି ପୋଷଣ କରିବେ ଚିନ୍ତା ରେ ଗୋକୁଳ । ସରକାରୀ ସାହାଯ୍ୟ ଅପେକ୍ଷା ରେ ଗୋକୁଳ ଙ୍କ ପରିବାର l

Leave a Reply

Your email address will not be published.