ପଞ୍ଚାୟତରେ ନିର୍ବାଚନୀ ହିଂସା, ବୋମା ବିସ୍ଫୋରଣ

ପୁରୀ, (ନାଗରାଜ ନ୍ୟୁଜ): ପୁରୀ ସଦର ନିର୍ବାଚନ ମଣ୍ଡଳୀ କାଶୀହରିପୁର ପଞ୍ଚାୟତରେ ନିର୍ବାଚନୀ ହିଂସା । ବୋମା ବିସ୍ଫୋରଣ ହୋଇଥିବା ସୂଚନା | ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ନିର୍ବାଚନକୁ ନେଇ ଏଭଳି ଘଟଣା ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି | ସରପଞ୍ଚ ପ୍ରାର୍ଥୀ ଙ୍କ ଘର ନିକଟରେ ବୋମା ବିସ୍ଫୋରଣ ସୂଚନା ରହିଛି ।

Leave a Reply

Your email address will not be published.