ବେକରେ ରଶି ଲଗାଇ ଆତ୍ମହତ୍ୟା

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ନିଜ ବେକରେ ରଶି ଲଗାଇ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଜଣାଯାଇଛି ପୋଲିସ ଠାରୁ ପ୍ରକାଶ,ଯାଜପୁର ଜିଲ୍ଲା ଅନ୍ତର୍ଗତ ଛତିଆ ଗ୍ରାମର ଦରିଦ୍ର ଦାସ ଙ୍କର ପୁଅ ହିମାଂଶୁ ଦାସ45ବର୍ଷ ଗଁଦିଆ ଥାନା ଅନ୍ତର୍ଗତ ସୋରିସିଆପଦା ଗ୍ରାମ ପଞ୍ଚାୟତ ଅଧିନ କୋହ୍ଲ ଗ୍ରାମର ଦୋମୁହାଁ ଠାରେ ଏକ ଗଛରେ ନିଜର ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବାର ଜଣାଯାଏ,ଆଜି ଖବର ପାଇ ଦିନ11ଟା ସମୟରେ ଗଁଦିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ମୃତ ଦେହକୁ ଜବତ କରିବା ସହିତ କେସ ନଂ4ରେ ଏକ ଅପମୃତ୍ୟୁ ମାମଲାରୁଜୁ କରିବା ସହିତ ସବ ବ୍ୟବଛେଦ ଢେଙ୍କାନାଳ ମେଡିକାଲରେ କରାଯାଇଛି ଉକ୍ତ ମୃତକ3ଦିନ ହେଲା ନିଜର ଘରୁ ପଳାଇ ଆସିଥିଲା .

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.