କୋଭିଡ ନିୟମକୁ ଖୋଲାଖୋଲି ଉଲଂଘନ

ବାଙ୍କୀ, (ନାଗରାଜ ନ୍ୟୁଜ): ବାଙ୍କୀ ଘୋଳପୁର ସେବା ସମବାୟରେ କୋଭିଡ ନିୟମକୁ ଖୋଲାଖୋଲି ଉଲଂଘନ ।ମୁଁହରେ ନାହିଁ ମାସ୍କ କି ସମଦୁରତା ।ସାନିଟାଇଜର ବ୍ୟବସ୍ଥା ମଧ୍ୟ ନାହିଁ ।ଏଭଳି ସ୍ଥିତିରେ ଚାଲିଛି ମଣ୍ଡି ।ପ୍ରଶାସନ ନିରବ । କ୍ୟାମେରା ଆଗରେ ମୁଁହ ଖୋଲିବାକୁ ସମସ୍ତେ ନାରାଜ । କୋଭିଡ ନିୟମ ନମାନି ଯଦି ଏହିଭଳି ମଣ୍ଡି ଚାଲେ ତେବେ କୋଭିଡ ତଥା ଓମିକ୍ରନ ଭଳି ମହାମାରୀ ବ୍ୟାପିବାକୁ ଏଡାଇଦିଆ ଯାଇ ନପାରେ ବୋଲି ସାଧାରଣରେ ପ୍ରକାଶ ପାଇଛି ।

Leave a Reply

Your email address will not be published.