ଶ୍ରୀମନ୍ଦିର ସମ୍ମୁଖରେ ଦୀପଦାନ

ପୁରୀ, (ନାଗରାଜ ନ୍ୟୁଜ): ସୁଆର ମହାସୁଆର ନିଯୋଗର ପୂର୍ବତନ ସମ୍ପାଦକ ସୋର୍ଗତ କୃଷ୍ଣଚନ୍ଦ୍ର ପ୍ରତିହାରୀ ଙ୍କ ଦଶାହ ଅବସରରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରି ସୁଆର ମହାସୁଆର ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ସମ୍ମୁଖରେ ସମୂହ ଦୀପଦାନ କରାଯାଇଥିଲା । ଏଥିରେ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ତଥା ସୁଆର ମହାସୁଆର ନିଯୋଗ ର ସଭାପତି ଅନନ୍ତ ତିଆଡି,ଦାମୋଦର ମହାସୁଆର ଏବଂ ସୁଆର ମହାସୁଆର ନିଯୋଗର ଅନେକ କର୍ମକର୍ତ୍ତା ମାନେ ଯୋଗଦାନ କରିଥିଲେ।

Leave a Reply

Your email address will not be published.