ପିପିଲିରେ ରାଜନୈତିକ ହିଂସା

ପୁରୀ, (ନାଗରାଜ ନ୍ୟୁଜ): ପିପିଲିରେ ରାଜନୈତିକ ହିଂସା । ପିପିଲି ପୌର ନିର୍ବାଚନ ରେ ରାଜନୈତିକ ହିଂସା । 7 ନମ୍ବର ୱାର୍ଡ ର 9 ନମ୍ବର ବୁଥ ଏଜେଣ୍ଟ ଙ୍କୁ ଆକ୍ରମଣ । ବିଜେପି ସମର୍ଥିତ ଏଜେଣ୍ଟ ଅନିଲ କୁମାର ସିଂ ଙ୍କୁ ବିଜେଡ଼ି ସମର୍ଥକ ଆକ୍ରମଣ ଅଭିଯୋଗ ହୋଇଛି । ଆକ୍ରମଣ ରେ ଅନିଲ ଙ୍କ ମୁଣ୍ଡ ରେ ଆଘାତଲାଗିଛି , ଚିକିତ୍ସା ପାଇଁ ପିପିଲି ଡାକ୍ତର ଖାନା ରେ ଭର୍ତ୍ତି ହୋଇ ଚନ୍ତି ଅନିଲ। ବିଜେପି ଏଜେଣ୍ଟ ଙ୍କୁ ଆକ୍ରମଣ ପରେ 9 ନମ୍ବର ବୁଥ ରେ ଦେଖାଦେଇଛି ଉତ୍ତେଜନା। ଘଟଣା ସ୍ଥଳରେ ପୋଲିସ ପହଁଚି ଘଟଣା ର ତଦନ୍ତ ଆରମ୍ଭ ହୋଇଛି ।

Leave a Reply

Your email address will not be published.