ଶ୍ରୀକ୍ଷେତ୍ର କଳା ପ୍ରକାଶିକା ତରଫରୁ ପ୍ରଫୁଲ୍ଲ କରଙ୍କ ଶ୍ରଦ୍ଧାଞ୍ଜଳି ଉର୍ଷବ ପାଳିତ

ପୁରୀ, (ନାଗରାଜ ନ୍ୟୁଜ): ଆଜି ଶ୍ରୀକ୍ଷେତ୍ର କଳା ପ୍ରକାଶନୀ ତରଫରୁ ପ୍ରଫୁଲ୍ଲ କରଙ୍କ ଶ୍ରଦ୍ଧାଞ୍ଜଳି ଉର୍ଷବ ପାଳନ କରାଯାଇଛି ଏହି ଉର୍ଷବ ରେ ମୁଖ୍ୟ ଅତିଥି ଭାବରେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗ ଦେଇ ଶ୍ରୀଯୁକ୍ତ କରଙ୍କ ଦେହାନ୍ତ ରେ ଗଭୀର ଦୁଃଖ ପ୍ରକାଶ କରିଥିଲେ ଏହି କାର୍ଯ୍ୟକ୍ରମ ରେ ପ୍ରସନ୍ନ କୁମାର ମିଶ୍ର ,ଶ୍ୟାମପ୍ରକାଶ ସେନାପତି , ଚକ୍ରଧର ମହାପାତ୍ର,କୈଳାସ ଚନ୍ଦ୍ର ଟିକାୟତରାୟ ପ୍ରମୁଖ ଉପସ୍ଥିତ ଥିଲେ । ରବି ନାରାୟଣ ଗୁରୁ ଏଥିରେ ସଭାପତିତ୍ୱ କରିଥିବା ବେଳେ ଶ୍ୟାମପ୍ରକାଶ ସେନାପତି ମଞ୍ଚ ପରିଚାଳନା କରିଥିଲେ ଏହି କାର୍ଯ୍ୟକ୍ରମ ରେ ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀମାନେ ସ୍ବର୍ଗତ କରଙ୍କୁ ଭଜନ ଶ୍ରଦ୍ଧାଞ୍ଜଳି ଆର୍ପଣ କରିଥିଲେ।

Leave a Reply

Your email address will not be published.