ମାତାରିଣୀଙ୍କ ଚ୍ଇତି ପର୍ବ ପଣା ସଂକ୍ରାନ୍ତିର ପ୍ରସ୍ତୁତି ବୈଠକ

ଘଟଗାଁ,(ନାଗରାଜ ନ୍ୟୁଜ): କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀଙ୍କ ଚ୍ଇତି ପର୍ବ ପଣା ସଂକ୍ରାନ୍ତି ସୁପରିଚାଳନା ପାଇଁ ପ୍ରାକ ପ୍ରସ୍ତୁତି ବୈଠକ୍ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟ ବୋର୍ଡ ସଭାପତି ରାଜେନ୍ଦର ପଟନାୟକଙ୍କ ସଭାପତିତ୍ବରେ ସ୍ଥାନୀୟ ବିଡିଓ ନାରାୟଣ ସାହୁ ଅତିରିକ୍ତ ତହସିଲଦାର ବଳଭଦ୍ତ ପୁର୍ତି ଥାନା ଅଧିକାରିଣୀ ପ୍ରତିଭା ମଂଜରୀ ସାହୁ ଚିକିସ୍ଚାଧିକରୀ ମୁକ୍ତିକାନ୍ତ ନାୟକ ମନ୍ଦିର ପରିଚାଳନା ଟ୍ରଷ୍ଟର କାର୍ଯନିର୍ବାହୀ ଅଧିକାରୀ ସଂଜିବକୁମାର ମହାପାତ୍ର ସଦସ୍ୟ ଆନନ୍ଦ ଚଂଦ୍ରସିଂ ନିର୍ମଳ କୁମାର ମହାନ୍ତି, ୟାନିଧିମହାନ୍ତ ଯୋଗ ଦେଇ ଉପସ୍ତିତ ଥିବାବିଭିନ ସେଛାସେବୀ ଅନୁଷ୍ଟାନର ମୁଖ୍ୟ ବୁଧିଜିବୀ ଲାଇନ୍ସିଡି ପାଟମେଣ୍ଟ ଏବଂଗଣମାଧ୍ୟମ ସହିତ ଆଗାମୀ ଚ୍ଇତି ପର୍ବ୍ଓ ପଣା ସଂକ୍ରାନ୍ତି ଅନୁଷ୍ଠିତ ଥିବା ଅପ୍ରେଲ ୯ତାରିଖରୁ ୧୫ତାରିଖ ପର୍ଯନ୍ତ କିପରି ଶାନ୍ତି ଶୃଖଂଳାରେ ପାଳନ କରାଯିବ ବୁଧିଜିବୀଙ୍କଠାରୁ ମତାମତ ଲୋଡିଥିଲେ । ମତାମତକୁ ଆଖି ଆଗରେ ରଖି ଜିଲାପାଳଙ୍କ ସହିତ୍ଆଲୋଚନା କରି ଆଉଏକ ପୂର୍ଣାଙ୍ଗ ବୈଠକରେ କାର୍ଯକ୍ରମ୍ଓ ବିଭିନ ପଦକ୍ଷେପ ବାବଦରେ ସାର୍ବଜନୀନ ବିବରଣୀ ପ୍ରଦାନ କରାଯିବାକୁ ସଭାପତି ଶ୍ରୀପଟନାୟକ ପ୍ରକାଶ କରିଥିଲେ।

Leave a Reply

Your email address will not be published.