କୁସ୍ତି କସରତରେ ସୁନାମ ଅର୍ଜନ କରିଛନ୍ତି ରଘୁନାଥ ମହାପାତ୍ର

ପୁରୀ, (ନାଗରାଜ ନ୍ୟୁଜ): ଓଡ଼ିଶାର ପରମ୍ପରା ଯେତେ ପୁରୁଣା । କୁସ୍ତି, କ୍ରୀଡା ମଧ୍ୟ ସେତିକି ପୁରୁଣା । ଶ୍ରୀକ୍ଷେତ୍ରକୁ କୁସ୍ତିର ଏନ୍ତୁଡ଼ି ଶାଳ ବୋଲି କୁହାଯାଏ । କୁସ୍ତି ହେଲା ପୁରୀ ସହରର ସବୁଠୁ ଲୋକ ପ୍ରିୟ ଖେଳ । ଶ୍ରୀକ୍ଷେତ୍ରରେ ଜାଗା ଘର ବା ଆଖଡ଼ା ସଂସ୍କୃତି ଅତି ପ୍ରାଚୀନ । ଆଜି ଏମିତି ଜଣେ ବ୍ୟକ୍ତି ଯିଏକି କୁସ୍ତି କସରତରେ ବହୁତ ସୁନାମ ଅର୍ଜନ କରିଛନ୍ତି । ସେ ହେଲେ ରଘୁନାଥ ମହାପାତ୍ର (ପହିଲି ମାନ ) । ସେ ଅନେକ ଜାଗାରେ କୁସ୍ତିର ଖେଳ ଦେଖାଇ ବହୁତ ମେଡଲ ଜିତିଛନ୍ତି ।

Leave a Reply

Your email address will not be published.