ସଂଗ୍ରାମ କେଶରୀ ମହାପାତ୍ର ହେଲେ ଖୋର୍ଦ୍ଧାର ନୂଆ ଜିଲ୍ଲାପାଳ

ଭୂବନେଶ୍ୱର, (ନାଗରାଜ ନ୍ୟୁଜ ): ଖୋର୍ଦ୍ଧାର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଲେ ସଂଗ୍ରାମ କେଶରୀ ମହାପାତ୍ର । ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ସରକାର ନିଯୁକ୍ତି ଦେଇଥିବା ବେଳେ ବର୍ତ୍ତମାନର ଖୋର୍ଦ୍ଧା ଜିଲ୍ଲାପାଳ ଥିବା ସନତ କୁମାର ମହାନ୍ତିଙ୍କୁ ନିର୍ଦେଶକ, ଟିଚର ଏଜୁକେସନ ଓ ଏସସିଇଆରଟି କୁ ବଦଳି କରିଛନ୍ତି । ସେହିପରି (୨୦୧୫ ବ୍ୟାଚର ଆଇଏଏସ ) ପାରୁଲ ପଟୱାରୀଙ୍କୁ ଜଗତସିଂହପୁର ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି ।

Leave a Reply

Your email address will not be published.