ସମିତି ସଭ୍ୟ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କଲେ ଶ୍ରୁଭ୍ରାନ୍ତି ସାମନ୍ତରାୟ

ପୁରୀ, (ନାଗରାଜ ନ୍ୟୁଜ): ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ପତ୍ନୀ ଶ୍ରୁଭ୍ରାନ୍ତି ସାମନ୍ତରାୟ କଣାସ ଦୋଛିଆ ପଞ୍ଚାୟତ ପାଇଁ ସମିତି ସଭ୍ୟ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ପୂର୍ବରୁ ୩ ନମ୍ବର ଯୋ ରେ ସେ ଜିଲ୍ଲା ପରିଷଦ ସଭ୍ୟ ଥିବା ବେଳେ ଚଳିତ ପଂଚାୟତ ନିର୍ବାଚନରେ ସମିତି ସଭ୍ୟ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ନିର୍ବାଚିତ ହେଲେ ଅଞ୍ଚଳରେ ଥିବା ସମସ୍ୟା କରିବା ନେଇ ଆଶାବାଦୀ ଥିବା ବେଳେ ତାଙ୍କୁ ଜନସାଧାରଣଙ୍କର ସହଯୋଗ ରହିବ ବୋଲି ଆଶାବାଦୀ ଅଛନ୍ତି ।

Leave a Reply

Your email address will not be published.