ରାଜ୍ୟସରକାରଙ୍କୁ କୃତଜ୍ଞତା ଜ୍ଞାପନ କଲେ ବିୟୁଟି ସେଲୁନ୍ ଇଣ୍ଡଷ୍ଟ୍ରି ଏବଂ ଜିମ୍ ଇଣ୍ଡଷ୍ଟ୍ରି


ଭୂବନେଶ୍ବର: ବିୟୁଟି ସେଲୁନ୍ ଇଣ୍ଡଷ୍ଟ୍ରି ଏବଂ ଜିମ୍ ଇଣ୍ଡଷ୍ଟ୍ରି ରାଜ୍ୟ ସରକାରଙ୍କୁ ବିୟୁଟି ସେଲୁନ୍ ଏବଂ ଜିମ୍ ଖୋଲିବା ନେଇ କୃତଜ୍ଞତା ଜ୍ଞାପନ କରିଛନ୍ତି । ସରକାର ଗ୍ରହଣ କରିଥିବା ପଦକ୍ଷେପକୁ ଆମେ ହୃଦୟରୁ ସ୍ୱାଗତ କରୁଛୁ ଏବଂ ଆମର ଆବେଦନକୁ ବିଚାର କରିଥିବାରୁ ରାଜ୍ୟସରକାରଙ୍କୁ ସେମାନେ ଧନ୍ୟବାଦ ଜଣାଇଥିବାର କହିଛନ୍ତି । ଏହାସହ ୫୦,୦୦୦ ରାଜ୍ୟ ବିୟୁଟି ହେୟାର ଆସୋସିଏସନର ସଦସ୍ୟମାନେ ବିଗତ ୧୬ ମାସ ମଧ୍ୟରେ ବିୟୁଟି ସେଲୁନ୍ ଏବଂ ଜିମ୍ସ ପ୍ରାୟ ୧୧ ମାସ ବନ୍ଦ ହୋଇଯାଇଥିଲା ଏବେ ଖୋଲିଥିବାରୁ ସେମାନେ ନିଜ ଖୁସିକୁ ବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published.