‘ଝିଅ ଟିଏ ବୋଲି ତ’ ପୁସ୍ତକ ଉନ୍ମୋଚିତ

ପୁରୀ, (ନାଗରାଜ ନ୍ୟୁଜ): ଆଜି ପୁରୀ ବିନାୟକ ଇଂଲିଶ ମିଡିୟମ ସ୍କୁଲ ଦଳନାଇଠାରେ ଶ୍ରୀ ପର୍ଣ୍ଣାପ୍ରକାଶନୀ ପୁରୀର ‘ଝିଅ ଟିଏ ବୋଲି ତ’ ଏକ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ଶ୍ରୀପର୍ଣ୍ଣା ପ୍ରକାଶିନୀ ଆନୁକୂଲ୍ୟରେ କବି ଶ୍ରୀମତୀ ସୁଜାତା ସିନ୍ହାଙ୍କର ‘ଝିଅଟିଏ ବୋଲି ତ’ ପୁସ୍ତକ ଲୋକାର୍ପଣ ଉତ୍ସବରେ ଲଷ୍ମୀଧର ପ୍ରଧାନ ଶୁଭ ଉଦଘାଟନ କରିଥିଲେ । ଏବଂ ସ୍ୱାଗତ ଭାଷଣ ଦେଇଥିଲେ ଉମାକାନ୍ତ ମହାପାତ୍ର । ଶେଷରେ ଧନ୍ୟ ବାଦ ଅର୍ପଣ କରିଥିଲେ ଗୌରାଙ୍ଗ ଚରଣ ଦାସ ।

Leave a Reply

Your email address will not be published.