ମହାବୀର ଫାଉଣ୍ଡେସନର ମହତକାର୍ଯ୍ୟ

ବାରଙ୍ଗ: କରୋନା ମହାମାରୀର ଦ୍ୱିତୀୟ ଲହରି ଚାଲିଥିବା ସମୟରେ କଟକ ଜିଲ୍ଲା ବାରଙ୍ଗ ବ୍ଳକ୍ ଦାଢ଼ାପାଟଣାର ମହାବୀର ଫାଉଣ୍ଡେସନ ମହତକାର୍ଯ୍ୟ କରି ପ୍ରଶଂସାର ପାତ୍ର ପାଲଟିଛି । ନିରାଶ୍ରୟ ଲୋକ, ଭୋକିଲା କୁକୁର ଓ ଗୋରୁ ଗାଈଙ୍କ ପାଇଁ ଦେବଦୂତ ସାଜି ସେମାନଙ୍କୁ ଖାଦ୍ୟ ବଣ୍ଟନ କରିଛନ୍ତି ମହାବୀର ଫାଉଣ୍ଡେସନର କର୍ମକର୍ତା ଓ ସଦସ୍ୟମାନେ।

Leave a Reply

Your email address will not be published.