ଢ଼ଳିବା ଅବସ୍ଥାରେ ଅଛି ଲାଇନ ଖୁଣ୍ଟ

ଖପ୍ରାଖୋଲ, (ନାଗରାଜ ନ୍ୟୁଜ): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହୁରୁଣ୍ଡି ଗାଁର ଲାଇନ ଖୁଣ୍ଟ ଢ଼ଳିବା ଅବସ୍ଥାରେ ଅଛି । ମହୁରୁଣ୍ଡି ଗାଁର ତିନି ଛକ ପାଖରେ ଥିବା ଲାଇନ ଖୁଣ୍ଟ ଢ଼ଳିବା ଅବସ୍ଥାରେ ଅଛି, ହେଲେ କାହାରି ନଜର ପଡୁନାହିଁ । ଲାଇନ ଖୁଣ୍ଟ ଦେଇ ହଜାର ହଜାର ଯାନବାହାନ ଓ ଲୋକେ ଯାତାୟତ କରୁଛନ୍ତି । ହେଲେ ଏଥିପ୍ରତି ବିଭାଗୀୟ ଅଧିକାରୀଙ୍କ ନିଘା ନାହିଁ । ଖପ୍ରାଖୋଲ ବ୍ଲକ ପ୍ରଶାସନ ଓ ଖପ୍ରାଖୋଲ ଲାଇନ ବିଭାଗୀୟ ଷ୍ଟାମ୍ପ ଆସି ମହୁରୁଣ୍ଡି ଗାଁର ତିନି ଛକରେ ଥିବା ଲାଇନ ଖୁଣ୍ଟକୁ ସିଧାସଳଖ ଲଗାଇବା ପାଇଁ ଜନସାଧାରଣ ଦାବୀ କରିଛନ୍ତି ।

Leave a Reply

Your email address will not be published.