ବାରଙ୍ଗରେ ବୁଲିଲା ରାଜସ୍ୱ ରଥ


ବାରଙ୍ଗ : ବାରଙ୍ଗରେ ବୁଲିଛି ରାଜସ୍ବ ରଥ । ରାଜ୍ୟ ସରକାରଙ୍କ ମୋ ସରକାରୀ ଯୋଜନାର ରାଜସ୍ଵ ରଥ ବାରଙ୍ଗ ତହସିଲ ଅଞ୍ଚଳ ପରିକ୍ରମା କରିଛି। କୋଭିଡ ସମୟରେ ବାରଙ୍ଗ ତହସିଲଦାର ସଂକଳ୍ପ ସ୍ଵସ୍ତିକ ସାହୁଙ୍କ ତତ୍ତ୍ଵାବଧାନରେ ରାଜସ୍ଵ ନିରିକ୍ଷକ କର୍ମଚାରୀମାନେ ପ୍ରତ୍ୟେକ ଗାଁ ପରିକ୍ରମା କରିଥିଲେ । ତତସହିତ ଜନସାଧାରଣଙ୍କ ଜମିପଟ୍ଟା ଓ ସାଟିଫିକେଟ ପ୍ରଦାନ କରିବା ସହିତ ବିଭିନ୍ନ ସମସ୍ୟା ଶୁଣିଥିଲେ ।

Leave a Reply

Your email address will not be published.