ସେନାମୁଖ୍ୟ ବିପିନ ରାୱାତଙ୍କ ସ୍ମୃତିରେ ପୁରୀର ଭିଡ଼ିଓ ସାମ୍ବାଦିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

ପୁରୀ, (ନାଗରାଜ ନ୍ୟୁଜ ): ପୁରୀରୁ ଭିଡ଼ିଓ ସାମ୍ବାଦିକ ସଂଘ ପକ୍ଷରୁ ଶ୍ରୀମନ୍ଦିର ସମ୍ମୁଖରେ ଦିପଦାନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ବିପିନ ରାୱାତ ଅମର ରହେ ସ୍ଲୋଗାନ ଦିଆଯାଇଥିଲା । ସାମ୍ବାଦିକ ସଂଘ ପକ୍ଷରୁ ସ୍ଥଳସେନା ମୁଖ୍ୟ ବିପିନ ରାୱାତଙ୍କର ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହେବାପରେ ତାଙ୍କ ପାଇଁ ସାମ୍ବାଦିକ ସଂଘ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଭୂ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରାଯାଇଥିଲା ।

Leave a Reply

Your email address will not be published.