ଉତ୍କଳ କନିକାଗାଲେରିଆର ଦ୍ୱିତୀୟ ଫାଉଣ୍ଡେସନ ଦିବସ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ଓଡିଶାର ଅନ୍ୟତମ ଅତ୍ୟାଧୁନିକ ସପିଂ ମଲ ଉତ୍କଳ କନିକାଗାଲେରିଆ ଏହାର ସଫଳତାର ଦ୍ୱିତୀୟ ଫାଉଣ୍ଡେସନ ଦିବସକୁ ରଙ୍ଗାରଙ୍ଗ କାର୍ଯ୍ୟକର୍ମ ସହିତ ପାଳନ କରିଛି । ଦ୍ୱିତୀୟ ବାର୍ଷିକ ପ୍ରତିଷ୍ଠା ଦିବସ ଉପଲକ୍ଷେ ଅନେକ କାର୍ଯ୍ୟକ୍ରମ ସହିତ ମ୍ୟୁଜିକ ବ୍ରାଣ୍ଡ କାର୍ଯ୍ୟକ୍ରମ ଉତ୍କଳ ସପପିଙ୍ଗ ଫେଷ୍ଟିଭାଲ ବିଜେତାଙ୍କୁ ସମ୍ମାନ କରାଯିବା ସହିତ ଉପହାର ପ୍ରଦାନ କରାଯାଇଥିଲା । ଅଭିନେତ୍ରୀ ଜାଗୃତି ରଥ, ଶରଦ ଦେବ ଓ ସୁବାସ ଭୁରା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

Leave a Reply

Your email address will not be published.