ଶୀତକାଳୀନ ବସ୍ତ୍ର ବଣ୍ଟନ ସମାରୋହ ଅନୁଷ୍ଠିତ

ଖପ୍ରାଖୋଲ, (ନାଗରାଜ ନ୍ୟୁଜ): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଟଙ୍କାପାଣି ଗ୍ରାମ ପଞ୍ଚାୟତର ସରେଇ ବାହାଲ ସମଲେଶ୍ୱରୀ ପଡା ଗ୍ରାମର ଶ୍ରୀଯୁକ୍ତ ଭୋଦେବ ବାରିକଙ୍କ ଦ୍ୱାରା ପଞ୍ଚାୟତସ୍ତରୀୟ ହରିଜନ ଆଦିବାସୀ ଜନ କଲ୍ୟାଣ ବିକାଶ ଯୁବ ପରିଷଦ ଦ୍ୱାରା ବୃଦ୍ଧ ବୃଦ୍ଧା ଓ ଅସହାୟମାନଙ୍କୁ ଶୀତକାଳୀନ ବସ୍ତ୍ର ବଣ୍ଟନ ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ପୂର୍ବତନ ଜିଲ୍ଲା ପରିଷଦ ସତ୍ୟନାରାୟଣ ମେହେର ଓ ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ସୁନ୍ଦର ହିଆଲ ଯୋଗ ଦେଇଥିଲେ ।

Leave a Reply

Your email address will not be published.