ଅଭିଷେକ ବଚନ ବି କୋଭିଡ଼ ପଜେଟିଭ

ଭୁବନେଶ୍ୱର,୧୧ । ୭ (ଏନ୍ ନ୍ଯୁଜ୍‌) ବାପା ଅମିତାଭଙ୍କ ପରେ ପୁଅ ଅଭିଷେକ ବଚନ ବି କୋରନା ସଂକ୍ରମତ ଥିବା ପରୀକ୍ଷା ରିପୋଟ ଆସିଛି। ବଚନ ପରିବାର ଉପରେ ଏବେ କୋଭିଡ଼ ସଂକ୍ରମଣର ଆଶଙ୍କା ଦେଖାଦେଇଛି। ବଚନ ପରିବାରକୁ ନେଇ ବଲିଉଡ୍‌ରେ ଭାଲେଣି ପଡିଛି।

Leave a Reply

Your email address will not be published.