ସୁପରଷ୍ଟାର ଅମିତାଭ ଵଚନ କରୋନା ସଂକ୍ରମିତ

ଭୁବନେଶ୍ୱର,୧୧।୭(ଏନ୍ ନ୍ୟୁଜ୍‌) ସୁପରଷ୍ଟାର ସଦା ବାହାର ଚଳଚିତ୍ର ଅଭିନେତା ଅମିତାଭ ବଚନ କୋରନା ପଜେଟିଭ ଥିବା ଟୁଇଟ୍ କରି ଜଣାଇଛନ୍ତିି। ସେ ଚିକିତ୍ସା ପାଇଁ ମୁମ୍ୱେଇ ସ୍ଥିତ ନେନାବତୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେ ସଂକ୍ରମଣର ପ୍ରାଥମୀକ ଅବସ୍ଥାରେ ଓ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଥିବା ସୂଚନା ଦେଇଛନ୍ତି। ସେ ସମସ୍ତ ସମର୍ଥକ ,ଶୁଭେଛୁଙ୍କୁ ବଧେଇ ଜଣାଇଛନ୍ତି। ତାଙ୍କ ସହ ସମ୍ପର୍କରେ ଆସିଥିବା ସମସ୍ତଙ୍କୁ ନିଜ ନିଜର କୋଭିଡ୍‌ ପରୀକ୍ଷା କରାଇ ନେବାକୁ ନିବେଦନ କରିଛନ୍ତି। ତାଙ୍କ ଶିଘ୍ର ସୁସ୍ଥ ହୋଇ ଫେରିବା ନେଇ ସେଲିବ୍ରେଟି ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।ଯଦିଓ ସେ ସାମାନ୍ୟ ସଂକ୍ରମିତ ହେଉଛନ୍ତି ଓ ତାଙ୍କ ସ୍ଵାସ୍ଥ୍ୟ ଅବସ୍ତା ସ୍ଥିର ରହିଛି ତାଙ୍କୁ ୭୫ ବର୍ଷ ବୟସ ସାଙ୍ଗକୁ ସେ ପୂର୍ବରୁ ବହୁ ରୋଗରେ ପିଡୀତ ହେଇଥିବାରୁ ଚିନ୍ତାର କାରଣ ରହିଛି।

Leave a Reply

Your email address will not be published.