ବିଜେପି କର୍ମୀ ସମିଳନୀ

ବିରିଡି ବ୍ଲକ ବଡ଼ଖଣ୍ଡାୟତା ପଞ୍ଚାୟତର କାକମଠ ପ୍ରାଙ୍ଗଣରେ ବିଜେପିର କର୍ମୀ ସମିଳନୀ ଆୟୋଜନ କରାଯାଇଥିଲା ।ଏଥିରେ ବିଜେପିର ବରିଷ୍ଠ ନେତା ତଥା କଟକ ସଦର ପୁର୍ବତନ ବିଧାୟକ ପ୍ରାଥୀ ଦିଲ୍ଲୀପ ମଲ୍ଲିକ , ପୁର୍ବତନ କଟକ ଜିଲ୍ଲା ଉପସଭାପତି ଶ୍ରୀ ଯୁକ୍ତ ହେମନ୍ତ ଚୌଧୁରୀ , ବିରିଡି ବ୍ଲକ ଭାଇସ୍ ଚେୟାରମ୍ୟାନ ଗୀତାଞଳୀ ସାହୁ ବିଜେପି ହାଜିପୁର ମଣ୍ଡଳୀର ସଂଜଯୋକ ରାମ କୃଷ୍ଣ ପରୀଜା ଏଵଂ ସୋମ୍ୟ ରନଞନ ମିଶ୍ର ପ୍ରମୁଖ ଯୋଗଦେଇ ଥିଲେ ।

Leave a Reply

Your email address will not be published.