କରୋନା ନେଲା ୯୭୭ମୃତ, ଦିନକରେ ୬୯ହଜାର ୬୫୨ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟାରେ ୬୯ ହଜାର ୬୫୨ଜଣ ଆକ୍ରାନ୍ତ ହୋଇଥିବା ବେଳେ ୯୭୭ ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୨୮ ଲକ୍ଷ ୩୬ ହଜାର ୯୨୬କୁ ବୃନ୍ଧି ପାଇଛି । କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୩ ହାଜର ୮୬୬ରେ ପହଚିଂଛି । ଅନ୍ୟପଟେ ୨୦ଲକ୍ଷରୁ ୯୬ହଜାର ୬୬୪ଜଣ କରେନାରୁ ଆରୋଗ୍ୟ ଲାଭ କରି ଘରିକୁ ଫେରିଛନ୍ତି ଏବଂ ଆକ୍ଟିଭ୍ କେସ୍ ୬ଲକ୍ଷ ୮୬ହଜାର ୩୯୫ରହିଛି ।

Leave a Reply

Your email address will not be published.