ବାଦାମବାଡିରେ ଶ୍ରୀମନ୍ଦିର ବସରେ ଅଗ୍ନୀକାଣ୍ଡ


କଟକ: ବାଦାମବାଡ଼ି ପୁରୀ ବସ୍ ଷ୍ଟାଣ୍ଡ ଭିତରେ ଘଟିଛି ଅଗ୍ନିକାଣ୍ଡ। ବସ୍ ଷ୍ଟାଣ୍ଡ ଭିତରେ ଶ୍ରୀ ମନ୍ଦିର ବସ୍ ଟି ରହିଥିବା ସମୟ ରେ ହଠାତ୍ ଜଳିବାକୁ ଆରମ୍ଭ କଲା। ତେବେ କେଉଁ କାରଣ ପାଇଁ ନିଆଁ ଲାଗିଲା ତାହା ଏ ପର୍ଯ୍ୟନ୍ତ ଜଣା ପଡି ନାହିଁ। ଏ ବାବଦରେ ଖବର ପାଇ ବାଦାମବାଡ଼ି ଥାନା ପୋଲିସ ସମେତ ବକ୍ସିବଜାର ଓ ଚାଉଳିଆଗଞ୍ଜ ରୁ ଅଗ୍ନିଶମ ଗାଡ଼ି ଆସି ନିଆଁ ଲିଭାଇଥିଲା। ଫଳରେ ନିଆଁ ଅନ୍ୟ ବସ୍ ଗୁଡ଼ିକୁ ବ୍ୟାପି ପାରି ନ ଥିଲା।

Leave a Reply

Your email address will not be published.