କରୋନାରେ ମୃତ୍ୟୁ ବରଣ କରିଛନ୍ତି ନୌସେନା ଭାଇସ୍ ଆଡ଼ମିରାଲ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣଙ୍କ ହାର କମୁଥିବା ବେଳେ କରୋନାରେ ମୃତ୍ୟୁ ସଂଖ୍ୟା କିନ୍ତୁ ବଢିବାରେ ଲାଗିଛି । କରୋନାରେ ସୋମବାର ଦିନ ନୌସେନା ଭାଇସ୍ ଆଡମିରାଲ୍ ଶ୍ରୀକାନ୍ତଙ୍କ ମୃତ୍ୟୁ ଘଟିଛି । ସେ ଦିଲ୍ଲୀରେ ଚିକିତ୍ସାଧିନ ଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଶ୍ରୀକାନ୍ତ ପ୍ରୋଜେକ୍ଟ ସି ବାର୍ଡ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ ।

Leave a Reply

Your email address will not be published.