ସ୍ଥାୟୀ ନିଯୁକ୍ତି ଦାବିରେ ଆତ୍ମହୁତି ଉଦ୍ୟମ କଲେ ଧାରଣାରତ ଏଏନଏମ୍

ଭୁବନେଶ୍ଵର: ଭୁବନେଶ୍ଵର ମାଷ୍ଟରକ୍ୟାଣ୍ଟିନ ନିକଟ ପିଏମ ଲୋୟର୍ ଜି ଛକରେ ଆଜକୁ ୨୦ ଦିନ ହେବ ଧାରଣା ଦେଉଛନ୍ତି ଏଏନଏମ୍। ଅଭିଯୋଗ ସ୍ଥାୟୀ ନିଯୁକ୍ତି ଦିଆଯାଉ । ହେଲେ ଏହି ୨୦ ଦିନର ଆନ୍ଦୋଳନରେ କୌଣସି ପ୍ରସାଶନିକ ଅଧିକାରୀ ପହଁଚି ନଥିବାର ସେମାନଙ୍କ ଠାରୁ ଶୁଣିବାକୁ ମିଳିଛି । ୨୦ ଦିନର ଏହି ଆନ୍ଦୋଳନରେ ଅତିଷ୍ଠ ହୋଇ ୨ ଏଏନଏମ୍ ଆତ୍ମହୁଭୁବନେଶ୍ଵର: ଭୁବନେଶ୍ଵର ମାଷ୍ଟରକ୍ୟାଣ୍ଟିନ ନିକଟ ପିଏମ ଲୋୟର୍ ଜି ଛକରେ ଆଜକୁ ୨୦ ଦିନ ହେବ ଧାରଣା ଦେଉଛନ୍ତି । ଅଭିଯୋଗ ସ୍ଥାୟୀ ନିଯୁକ୍ତି ଦିଆଯାଉ । ହେଲେ ଏହି ୨୦ ଦିନର ଆନ୍ଦୋଳନରେ କୌଣସି ପ୍ରସାଶନିକ ଅଧିକାରୀ ପହଁଚି ନଥିବାର ସେମାନଙ୍କ ଠାରୁ ଶୁଣିବାକୁ ମିଳିଛି । ୨୦ ଦିନର ଏହି ଆନ୍ଦୋଳନରେ ଅତିଷ୍ଠ ହୋଇ ୨ ଏଏନଏମ୍ ଆତ୍ମହୁତି ଦେବାକୁ ଉଦ୍ୟମ କରିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ସେମାନଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି ।ତି ଦେବାକୁ ଉଦ୍ୟମ କରିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ସେମାନଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି ।

Leave a Reply

Your email address will not be published.