ନନ୍ଦନକାନନରେ ନୂଆ ବର୍ଷ ଆଗମନରେ ନୂଆ ଅତିଥି

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ନନ୍ଦନକାନନରେ ନୂଆ ବର୍ଷ ଆଗମନରେ ନୂଆ ଅତିଥି । ସୋମବାର ରାତିରେ ନନ୍ଦନକାନନର ସିମ୍ପାଞ୍ଜି ପୂର୍ଣ୍ଣିମା ତା ଗର୍ଭର ପ୍ରଥମ ଶାବକକୁ ଜନ୍ମ ଦେଇଛି । ଅଣ୍ଡିରା ଜୁଲୁ ସହିତ ମିଳନରୁ ଜନ୍ମିତ ଶାବକଟି ସୁସ୍ଥ ଅଛି । ତାର ମା ତାକୁ କ୍ଷିରପାନ କରାଉଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଶାବକ ଜନ୍ମଲାଭ ଫଳରେ ନନ୍ଦନକାନନର ସିମ୍ପାଞ୍ଜି ସଂଖ୍ୟା ୮କୁ ବୃଦ୍ଧି ହୋଇଛି ।

Leave a Reply

Your email address will not be published.