ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ଭୋଜି ପାଇଁ ମିଳିଲା ଅନୁମତି

ଭୁବନେଶ୍ବର: ଶନିବାର ଠାରୁ ପର୍ଯ୍ୟଟକଙ୍କ ପାର୍ଇ ରାଜ୍ୟ ଉଦ୍ଧିଦ ଉଦ୍ୟାନ( ବଟାନିକାଲ ଗାଡେନ)ର ପର୍ଯ୍ୟଟନ ସ୍ଥଳୀରେ ଭୋଜି କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଅନୁମତି  ମଳିଥିବା ସୂଚନା ଦେଇଛନ୍ତି ନନ୍ଦନକାନନ ଉପନିର୍ଦ୍ଦେଶକ ବିମଳ ପ୍ରଶନ୍ନ ଆଚର୍ଯ୍ୟ। ଗତ ମାର୍ଚ୍ଚମାନ ୩ ତାରିଖରୁ କରୋନ କଟକଣା ପାଇଁ ରାଜ୍ୟ ଉଦଦ୍ଭିଦ ଉଦ୍ୟାନ ବନ୍ଦ ରହିଥିଲା। ଅକ୍ଟୋବର ୪ ତାରିଖରୁ ଖୋଲିଥିଲେବି ଭୋଜିକୁ ଅନୁମତି ମିଳି ନଥିଲା। ଏବେ ଅନୁମତି ମିଳିଛି। ଆସନ୍ତୁ ଭୋଜି କରି ମଜ୍ଜା ନେବା।

ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ଭୋଜି କରିବାକୁ ଚାର୍ହୁଥିଲେ ଅନଲାଇନ୍ କିମ୍ବା ଅଫଲାଇନରେ ଟିକେଟ କରି ଆସନ୍ତୁ ମେଯଜ ମନାନ୍ତୁ। ହେଲେ ଭୁଲିଯିବେ ନାହିଁ କରୋନା ମହାମରୀର କଟକଣାକୁ। ମୁହଁରେ ମାସ୍କ ପିନ୍ଧି ଆସିବ‌େ। ସାନିଟାଇଜର ସାଥିରେ ଆଣିଥିବ‌େ ବାରମ୍ବର ହାତକୁ ସଫାକରିବେ। ସାମାଜି ଦୂରତା ରକ୍ଷା କରି ଖୁସି ମନାଇ ଘରକୁ ଫେରିବେ।

Leave a Reply

Your email address will not be published.